ନୀତୀନ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 23 ମେ (ହି.ସ.)- ନୀତୀନ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନିଜ ବାର୍ତ୍ତାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ନୀତିନ ନବୀନଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ଆପ
ନୀତୀନ ନବୀନଙ୍କୁ     ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 23 ମେ (ହି.ସ.)- ନୀତୀନ

ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ନିଜ ବାର୍ତ୍ତାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ନୀତିନ ନବୀନଜୀଙ୍କୁ

ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ଆପଣଙ୍କର ନେତୃତ୍ୱ କ୍ଷମତା, ସଂଗଠନକୁ ସୁଦୃଢ଼ କରିବାର ଦୃଷ୍ଟିକୋଣ ଏବଂ କାର୍ଯ୍ୟକର୍ତ୍ତାମାନଙ୍କ

ମଧ୍ୟରେ ସେବା ଓ ସମର୍ପଣର ଭାବନାକୁ ପ୍ରୋତ୍ସାହିତ କରିବାର ନିରନ୍ତର ପ୍ରୟାସ ଦଳକୁ ନୂତନ

ଉଚ୍ଚତାକୁ ନେଇଯାଉଛି।

ମହାପ୍ରଭୁ ଜଗନ୍ନାଥଙ୍କ

ନିକଟରେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁର କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande