
ଭୁବନେଶ୍ୱର, 23 ମେ (ହି.ସ.)- ନୀତିନ ନବୀନଙ୍କୁ
ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ
ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ବିଶ୍ୱର ସବୁଠାରୁ ବଡ଼ ରାଜନୀତିକ ଦଳ ବିଜେପିର
ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଅଗଣିତ କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ସ୍ରୋତ ଶ୍ରୀ ନୀତିନ ନବୀନଜୀଙ୍କୁ
ଜନ୍ମଦିନର ଶୁଭ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ
ନିକଟରେ ଆପଣଙ୍କ ସୁସ୍ୱାସ୍ଥ୍ୟ ଓ ନିରୋଗ ଜୀବନ ପାଇଁ ପ୍ରାର୍ଥନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା