ବିଶ୍ୱ କଇଁଛ ଦିବସରେ କଇଁଛ ସୁରକ୍ଷା ପାଇଁ ପ୍ରଭାତି ପରିଡାଙ୍କ ଅପିଲ
ଭୁବନେଶ୍ୱର, 23 ମେ (ହି.ସ.)- ବିଶ୍ୱ କଇଁଛ ଦିବସରେ କଇଁଛ ସୁରକ୍ଷା ପାଇଁ ପ୍ରଭାତି ପରିଡା ଅପିଲ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ବିଶ୍ୱ କଇଁଛ ଦିବସରେ, ଅଲିଭ୍ ରିଡଲେ କଇଁଛଙ୍କ ଆଶ୍ରୟସ୍ଥଳ ଭାବେ ଓଡ଼ିଶା ଗର୍ବ ଅନୁଭବ କରୁଛ
ବିଶ୍ୱ କଇଁଛ ଦିବସରେ କଇଁଛ     ସୁରକ୍ଷା ପାଇଁ ପ୍ରଭାତି ପରିଡାଙ୍କ ଅପିଲ


ଭୁବନେଶ୍ୱର, 23 ମେ (ହି.ସ.)- ବିଶ୍ୱ କଇଁଛ

ଦିବସରେ କଇଁଛ ସୁରକ୍ଷା ପାଇଁ ପ୍ରଭାତି ପରିଡା ଅପିଲ କରିଛନ୍ତି । ଏନେଇ ସୋସିଆଲ ମିଡିଆ

ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ବିଶ୍ୱ କଇଁଛ ଦିବସରେ, ଅଲିଭ୍ ରିଡଲେ କଇଁଛଙ୍କ ଆଶ୍ରୟସ୍ଥଳ ଭାବେ ଓଡ଼ିଶା ଗର୍ବ ଅନୁଭବ

କରୁଛି ଏବଂ ସଂରକ୍ଷଣ ଓ ପରିବେଶ-ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାକୁ ଆସୁଥିବା “ଟର୍ଟଲ୍ ଟ୍ରେଲ୍ସ” ପଦକ୍ଷେପ ପ୍ରତି ଆଶାଭରସା ସହ ଆଗକୁ ଚାହୁଁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande