
ଭୁବନେଶ୍ୱର, 23 ମେ (ହି.ସ.)- ଆସନ୍ତାକାଲିଠାରୁ
ସ୍ଥଗିତ ରହିବ ରତ୍ନଭଣ୍ଡାର ଗଣତି କାର୍ଯ୍ୟ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା
ଦିଆଯାଇଛି । ଜୁନ୍ ମାସରେ ପୁଣି ଗଣତି ଆରମ୍ଭ କରିବାକୁ ସ୍ଥିର କରାଯାଇଛି । ଅତ୍ୟଧିକ ଗ୍ରୀଷ୍ମ
ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁ ନିଷ୍ପତ୍ତି ନିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା