ମନଇଚ୍ଛା ବଦଳି ଉପରେ ରୋକ୍ ଲଗାଇବାକୁ କଡ଼ା ନିର୍ଦ୍ଦେଶ
ଭୁବନେଶ୍ୱର, 23 ମେ (ହି.ସ.)- ମନଇଚ୍ଛା ବଦଳି ଉପରେ ରୋକ୍ ଲଗାଇବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ଚିଠି ହୋଇଛି । ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ୍ ୧୫ ମଧ୍ୟରେ ହେବ ବଦଳି ପ୍ରକିୟା । ସଚିବାଳୟ ଓ ନିର୍ଦ୍ଦେଶାଳୟରେ ୩ ବର୍ଷ ରହିପାରି
ମନଇଚ୍ଛା ବଦଳି ଉପରେ ରୋକ୍     ଲଗାଇବାକୁ କଡ଼ା ନିର୍ଦ୍ଦେଶ


ଭୁବନେଶ୍ୱର, 23 ମେ (ହି.ସ.)- ମନଇଚ୍ଛା

ବଦଳି ଉପରେ ରୋକ୍ ଲଗାଇବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ

ଚିଠି ହୋଇଛି । ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ୍ ୧୫ ମଧ୍ୟରେ ହେବ ବଦଳି ପ୍ରକିୟା । ସଚିବାଳୟ

ଓ ନିର୍ଦ୍ଦେଶାଳୟରେ ୩ ବର୍ଷ ରହିପାରିବେନି ଅଫିସର୍ । ବ୍ଲକ୍ କିମ୍ବା ତହସିଲରେ ୬ ବର୍ଷ

ରହିପାରିବେନି ଗ୍ରୁପ୍ ସିଅଫିସର୍ । ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵରେ ଥିଲେ ନିଜ ଜିଲ୍ଲାକୁ ବଦଳି

ହୋଇପାରିବେନି ବୋଲି ଚିଠିରେ ଉଲ୍ଲେଖ ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande