
ଗଂଜାମ, 24 ମେ (ହି.ସ.)
ଆଜି ସକାଳେ ହୁମ୍ମା ଓଭର ବ୍ରିଜ୍ ନିକଟରେ ଯାତ୍ରୀଵାହିବସ ଓ ଟ୍ରକ ମଧ୍ୟରେ ଧକ୍କା ହୋଇଛି୍। ଏଥିରେ କେହି ମୃତାହତ ହୋଇନାହାନ୍ତି। କେବଳ ଟ୍ରକଓଵସ୍ ରକିଛି ଅଂଶ ଭାଙ୍ଗି ରୁଜି ନଷ୍ଟ ହୋଇଯାଇଛି। ହୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ