ବୁଗୁଡ଼ା ଠାରେ ଏନଆରଏଚଏମ୍ ମେଡିକାଲ ଗୃହ ଉଦଘାଟିତ
ଭୁବନେଶ୍ୱର, ୨୪ ମଇ (ହି.ସ)- ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ତଥା ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ରବିବାର ଦିନ ବୁଗୁଡ଼ା ଠାରେ ଏନଆରଏଚଏମ୍ ମେଡିକାଲ ଗୃହର ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ଏହି ଆଧୁନିକ ମେଡିକାଲ ଗୃହ ଦ୍ୱାରା ବୁଗୁଡ଼ା ଓ ଆଖପାଖ ଅଂଚଳର ସାଧାରଣ ଜନତ
shfty


ଭୁବନେଶ୍ୱର, ୨୪ ମଇ (ହି.ସ)- ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ତଥା ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ରବିବାର ଦିନ ବୁଗୁଡ଼ା ଠାରେ ଏନଆରଏଚଏମ୍ ମେଡିକାଲ ଗୃହର ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ଏହି ଆଧୁନିକ ମେଡିକାଲ ଗୃହ ଦ୍ୱାରା ବୁଗୁଡ଼ା ଓ ଆଖପାଖ ଅଂଚଳର ସାଧାରଣ ଜନତା ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବେ। ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଚିକିତ୍ସା ସୁବିଧାକୁ ଆହୁରି ମଜବୁତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ରକଳ୍ପ ସହିତ ଜଡ଼ିତ ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କୁ ଅଶେଷ ଧନ୍ୟବାଦ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande