ପୋଖରୀରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ
ଗଞାମ, 24 ମେ (ହି.ସ.) ଆଜି ସକାଳେ ବ୍ରହ୍ମପୁର ଆଙ୍କୁଲି ନୂଆ ପୋଖରୀରେ ଦୁଇ ଜଣଵାଳକ ପହଁରୁ ଥିବା ସମୟରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ଅଗ୍ନିଶମ ବାହିନୀ ପୋଖରୀରୁ ଦୁଇଜଣ ବାଳକକୁ ଉଦ୍ଧାର କରି ବହ୍ମପୁର ଵଡଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ଏ ଦୁହିଁଙ୍କ ମୃତ୍ୟୁ ଘୋଷଣା କରିଛି। ମୃତକ ଦୁ
ପୋଖରୀରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ


ଗଞାମ, 24 ମେ (ହି.ସ.)

ଆଜି ସକାଳେ ବ୍ରହ୍ମପୁର ଆଙ୍କୁଲି ନୂଆ ପୋଖରୀରେ ଦୁଇ ଜଣଵାଳକ ପହଁରୁ ଥିବା ସମୟରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ଅଗ୍ନିଶମ ବାହିନୀ ପୋଖରୀରୁ ଦୁଇଜଣ ବାଳକକୁ ଉଦ୍ଧାର କରି ବହ୍ମପୁର ଵଡଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ଏ ଦୁହିଁଙ୍କ ମୃତ୍ୟୁ ଘୋଷଣା କରିଛି। ମୃତକ ଦୁଇଜଣ ମଧ୍ୟ ରୁଜଣଙ୍କ ନାମ ବିଶ୍ୱ ଜିତ ପଣ୍ଡା ଓ ଅନ୍ୟ ଜଣେ ଅଭିଜିତ ମାରାଣ୍ଡି ବୋଲି ଜଣାପଡ଼ିଛି। ଵ୍ରହ୍ମପୁର ପୁଲିସ ଡାକ୍ତରଖାନାକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande