
ଭୁବନେଶ୍ୱର, 24 ମେ (ହି.ସ.) - ପୂର୍ବତନ
ରାଷ୍ଟ୍ରୀୟ ଅଧ୍ୟକ୍ଷ କେ. ଜନା କୃଷ୍ଣମୂର୍ତ୍ତିଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଆମ ଦଳର ସୁସଂଗଠକ ତଥା
ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ କେ. ଜନା କୃଷ୍ଣମୂର୍ତ୍ତିଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ
ଜଣାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା