ଆସନ୍ତା ୨୮ରେ ଇଦ୍ -ଉଲ୍-ଜୁହା ଛୁଟି
ଭୁବନେଶ୍ୱର, ୨୫ ମଇ (ହି.ସ)- ଆସନ୍ତା ମଇ ୨୭ ତାରିଖ ବଦଳରେ ୨୮ ତାରିଖରେ ଇଦ୍ -ଉଲ୍-ଜୁହା ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ୨୭ ନୁହେଁ ୨୮ ତାରିଖରେ ଇଦ୍-ଉଲ୍-ଜୁହା ପାଳନ କରାଯିବ। ଏଥିପ
rty


ଭୁବନେଶ୍ୱର, ୨୫ ମଇ (ହି.ସ)- ଆସନ୍ତା ମଇ ୨୭ ତାରିଖ ବଦଳରେ ୨୮ ତାରିଖରେ ଇଦ୍ -ଉଲ୍-ଜୁହା ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ୨୭ ନୁହେଁ ୨୮ ତାରିଖରେ ଇଦ୍-ଉଲ୍-ଜୁହା ପାଳନ କରାଯିବ। ଏଥିପାଇଁ ୨୮ରେ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ବନ୍ଦ ରହିବ। ସେହିପରି ୨୭ ତାରିଖରେ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ଖୋଲା ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande