ବଦଳିଲେ ଖୋର୍ଦ୍ଧା, ନୟାଗଡ ଏସପି
ଭୁବନେଶ୍ୱର, ୨୫ ମଇ (ହି.ସ)- ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳ କରିଛନ୍ତି। ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ନୟାଗଡ଼ ଏସପି ଭାବେ ଆଇପିଏସ୍ ଶୁଭେନ୍ଦୁ ପାତ୍ରଙ୍କୁ ବଦଳି କରାଯାଇଛି । ସେହିପରି ନୟାଗଡ଼ ଏସପି ପର୍ମାର ସ୍ମିତ ପୁରୁଷୋତମ ଦାସ
ବଦଳିଲେ ଖୋର୍ଦ୍ଧା, ନୟାଗଡ ଏସପି


ଭୁବନେଶ୍ୱର, ୨୫ ମଇ (ହି.ସ)- ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳ କରିଛନ୍ତି। ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ନୟାଗଡ଼ ଏସପି ଭାବେ ଆଇପିଏସ୍ ଶୁଭେନ୍ଦୁ ପାତ୍ରଙ୍କୁ ବଦଳି କରାଯାଇଛି । ସେହିପରି ନୟାଗଡ଼ ଏସପି ପର୍ମାର ସ୍ମିତ ପୁରୁଷୋତମ ଦାସଙ୍କୁ ଖୋର୍ଦ୍ଧା ଏସପି ଭାବେ ବଦଳି କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande