ମହିଳାଙ୍କ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ
ଜୟପୁର, 25 ମେ (ହି.ସ.) ଜୟପୁର ସଦରଥାନା ଅନ୍ତର୍ଗତ ଅନ୍ତା ପଞ୍ଚାୟତ ପାଲିଗୁଡା ଗ୍ରାମରେ ଜଣେ ମହିଳାଙ୍କୁ ପିଟି ପିଟି ହତ୍ୟା କରିଥିବା ମାମଲା ରେ ଆଜି ଜୟପୁର ସଦର ପୁଲିସ ସ୍ୱାମୀ ବିଭୀଷଣ ଭୂମିଆ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l ପୁଲିସ ସୂଚନା ଅନୁଯାୟୀ ଗତକାଲି କମଳା ମାଝୀଙ୍କ ମୃ
ମହିଳାଙ୍କ ହତ୍ୟା ଅଭିଯୋଗକାରି ସ୍ୱାମୀ ଗିରଫ


ଜୟପୁର, 25 ମେ (ହି.ସ.) ଜୟପୁର ସଦରଥାନା ଅନ୍ତର୍ଗତ ଅନ୍ତା ପଞ୍ଚାୟତ ପାଲିଗୁଡା ଗ୍ରାମରେ ଜଣେ ମହିଳାଙ୍କୁ ପିଟି ପିଟି ହତ୍ୟା କରିଥିବା ମାମଲା ରେ ଆଜି ଜୟପୁର ସଦର ପୁଲିସ ସ୍ୱାମୀ ବିଭୀଷଣ ଭୂମିଆ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l

ପୁଲିସ ସୂଚନା ଅନୁଯାୟୀ ଗତକାଲି କମଳା ମାଝୀଙ୍କ ମୃତ୍ୟୁ କୁ ନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲାl ମାମଲା କୁ ଭିତ୍ତି କରି ପୁଲିସ ସ୍ୱାମୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦର ଥାନା ଅଧିକାରୀ ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande