ବଲାଙ୍ଗିର ଟାଉନ ଥାନାରେ ବରିଷ୍ଠ ନାଗରିକ ଙ୍କୁ ପରିଚୟ ପତ୍ର ପ୍ରଦାନ
ବଲାଙ୍ଗିର, 25 ମେ (ହି.ସ.)ଆଜି ସନ୍ଧ୍ୟା 6.30 ରେ ବଲାଙ୍ଗିର ଟାଉନ ଥାନା ପରିସରରେ ଏକ ସ୍ଵତନ୍ତ୍ର ଉତ୍ସବରେ ବରିଷ୍ଠ ନାଗରିକ ଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା l ଏହି ଉତ୍ସବରେ ଜିଲ୍ଲା ସୁପରିଟେଣ୍ଡେଣ୍ଟ ପୋଲିସ ଅଭିଳାଷ ଜି ମୁଖ୍ୟ ଅତିଥି ଭାବରେ ଯୋଗଦେଇ 130 ଜଣ ବରିଷ୍ଠ ନାଗରିକ ଙ୍କୁ ସେମା
ବଲାଙ୍ଗିର ଟାଉନ ଥାନାରେ ବରିଷ୍ଠ ନାଗରିକ ଙ୍କୁ ପରିଚୟ ପତ୍ର ପ୍ରଦାନ

ବଲାଙ୍ଗିର ଟାଉନ ଥାନାରେ ବରିଷ୍ଠ ନାଗରିକ ଙ୍କୁ ପରିଚୟ ପତ୍ର ପ୍ରଦାନ

ବଲାଙ୍ଗିର ଟାଉନ ଥାନାରେ ବରିଷ୍ଠ ନାଗରିକ ଙ୍କୁ ପରିଚୟ ପତ୍ର ପ୍ରଦାନ

ବଲାଙ୍ଗିର ଟାଉନ ଥାନାରେ ବରିଷ୍ଠ ନାଗରିକ ଙ୍କୁ ପରିଚୟ ପତ୍ର ପ୍ରଦାନ

ବଲାଙ୍ଗିର ଟାଉନ ଥାନାରେ ବରିଷ୍ଠ ନାଗରିକ ଙ୍କୁ ପରିଚୟ ପତ୍ର ପ୍ରଦାନ

ବଲାଙ୍ଗିର, 25 ମେ (ହି.ସ.)ଆଜି ସନ୍ଧ୍ୟା 6.30 ରେ ବଲାଙ୍ଗିର ଟାଉନ ଥାନା ପରିସରରେ ଏକ ସ୍ଵତନ୍ତ୍ର ଉତ୍ସବରେ ବରିଷ୍ଠ ନାଗରିକ ଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା l ଏହି ଉତ୍ସବରେ ଜିଲ୍ଲା ସୁପରିଟେଣ୍ଡେଣ୍ଟ ପୋଲିସ ଅଭିଳାଷ ଜି ମୁଖ୍ୟ ଅତିଥି ଭାବରେ ଯୋଗଦେଇ 130 ଜଣ ବରିଷ୍ଠ ନାଗରିକ ଙ୍କୁ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ l ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ 10 ଜଣ ମହିଳା ଆସି ସେମାନଙ୍କ ପରିଚୟ ପତ୍ର ଗ୍ରହଣ କରିଥିଲେ .ଏହି କାର୍ଯ୍ୟକ୍ରମ ରେ ସଦର ଏସ୍ଡିପିଓ ସରୋଜ କୁମାର ଉପାଧ୍ୟାୟ ଟାଉନ ଆଇଆଇସି ଅବନୀ କୁମାର ସାହୁ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande