ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ
ଭୁବନେଶ୍ୱର, ୨୫ ମଇ- (ହି.ସ) - ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ ସାମନ୍ତରାୟ । ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପରେ ସାଂସଦ ପଦ ଛାଡ଼ିଛନ୍ତି ଦେବାଶିଷ । ---------------
ରାଜ୍ୟସଭା ସଦସ୍ୟ ପଦରୁ     ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ


ଭୁବନେଶ୍ୱର, ୨୫ ମଇ- (ହି.ସ) - ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ ସାମନ୍ତରାୟ । ରାଜ୍ୟସଭା

ଅଧ୍ୟକ୍ଷଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ବିଜେଡି ପ୍ରାଥମିକ ସଦସ୍ୟ ପଦରୁ

ଇସ୍ତଫା ପରେ ସାଂସଦ ପଦ ଛାଡ଼ିଛନ୍ତି ଦେବାଶିଷ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande