ବରିଷ୍ଠ ଆଇପିଏସଦୟାଲ ଗଙ୍ଗୱାରଙ୍କ ବଦଳି, ଗୃହ ବିଭାଗ ଓଏସଡି ଦାୟିତ୍ବ
ଭୁବନେଶ୍ୱର, 25 ମେ (ହି.ସ.)- ବରିଷ୍ଠ ଆଇପିଏସଦୟାଲ ଗଙ୍ଗୱାରଙ୍କ ବଦଳି । ତାଙ୍କୁଗୃହ ବିଭାଗ ଓଏସଡିଦାୟିତ୍ବ ଦିଆଯାଇଛି । ଏଡିଜିପି କମ୍ୟୁନିକେସନ ପଦରୁ ହଟିଲେ ଗଙ୍ଗୱାର । ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ସେ ବିବାଦୀୟ ହୋଇଥିଲେ । ଗଙ୍ଗୱାରଙ୍କ ନାଁ ନେଇ ଅଭିଯୋଗ କରିଥିଲେ ମୃ
ବରିଷ୍ଠ ଆଇପିଏସଦୟାଲ ଗଙ୍ଗୱାରଙ୍କ ବଦଳି, ଗୃହ ବିଭାଗ ଓଏସଡି ଦାୟିତ୍ବ


ଭୁବନେଶ୍ୱର, 25 ମେ (ହି.ସ.)- ବରିଷ୍ଠ ଆଇପିଏସଦୟାଲ ଗଙ୍ଗୱାରଙ୍କ ବଦଳି । ତାଙ୍କୁଗୃହ ବିଭାଗ ଓଏସଡିଦାୟିତ୍ବ ଦିଆଯାଇଛି । ଏଡିଜିପି କମ୍ୟୁନିକେସନ ପଦରୁ ହଟିଲେ ଗଙ୍ଗୱାର

। ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ସେ ବିବାଦୀୟ ହୋଇଥିଲେ ।

ଗଙ୍ଗୱାରଙ୍କ ନାଁ ନେଇ

ଅଭିଯୋଗ କରିଥିଲେ ମୃତ ସୌମ୍ୟଙ୍କ ମାଆ । ଗଙ୍ଗୱାରଙ୍କ ପାଇଁ ତାଙ୍କ ପୁଅ ମାନସିକ ଚାପରେ ଥିଲେ

ବୋଲି କହିଥିଲେ । ଭିଡ଼ହିଂସାରେ ସୌମ୍ୟଙ୍କର ମୃତ୍ୟୁ ଘଟିଥିଲା ।କ୍ରାଇମବ୍ରାଞ୍ଚ ଏବେ ଏହାର ତଦନ୍ତ କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande