ଦଳ ପାଇଁ ଦେବାଶିଷଙ୍କର କିଛି ଅବଦାନ ନାହିଁ- ଲେନିନ ମହାନ୍ତି
ଭୁବନେଶ୍ୱର, ୨୫ ମଇ- (ହି.ସ) ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ତାଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ଲେନିନ ମହାନ୍ତି । ସେ କହିଛନ୍ତି ଦଳ ପାଇଁ ଦେବାଶିଷଙ୍କର କିଛି ଅବଦାନ ନାହିଁ । ଦଳଠାରୁ ସବୁ ଫାଇଦା ଓ ପଦପଦବୀ ନେଇଛନ୍ତି । ମୋତେ ଲାଗୁନି ତାଙ୍କ ପାଇଁ ଦଳରେ କ୍ଷତି
ଦଳ ପାଇଁ ଦେବାଶିଷଙ୍କର     କିଛି ଅବଦାନ ନାହିଁ- ଲେନିନ ମହାନ୍ତି


ଭୁବନେଶ୍ୱର, ୨୫ ମଇ- (ହି.ସ) ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ତାଙ୍କ ଉପରେ ବର୍ଷିଛନ୍ତି

ବିଜେଡି ନେତା ଲେନିନ ମହାନ୍ତି । ସେ କହିଛନ୍ତି ଦଳ ପାଇଁ ଦେବାଶିଷଙ୍କର କିଛି ଅବଦାନ ନାହିଁ । ଦଳଠାରୁ ସବୁ ଫାଇଦା ଓ ପଦପଦବୀ ନେଇଛନ୍ତି । ମୋତେ

ଲାଗୁନି ତାଙ୍କ ପାଇଁ ଦଳରେ କ୍ଷତି ହେବ । ତାଙ୍କ ପାଇଁ କଟକରେ ଅନେକ ତୁଙ୍ଗ ନେତା ଦଳ

ଛାଡ଼ିଛନ୍ତି । ସେ ନିଜେ ମଧ୍ୟ କଟକରେ ହାରିଛନ୍ତି, କୌଣସି ପ୍ରଭାବ ପଡ଼ିବନି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande