ଦଳ ପାଇଁ କିଛି କ୍ଷତି ହେବନି - ପ୍ରମିଳା ମଲ୍ଲିକ
ଭୁବନେଶ୍ୱର, ୨୫ ମଇ- (ହି.ସ) ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ତାଙ୍କ ଉପରେ ବର୍ଷିଛନ୍ତି ପ୍ରମିଳା ମଲ୍ଲିକ । ଦଳ ପାଇଁ କିଛି କ୍ଷତି ହେବନି ବୋଲି ସେ କହିଛନ୍ତି । ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଜେଡି ସରକାରରୁ ଗଲା ପରେ ସେ ବିଜେପି ସହ ଯୋଗାଯୋଗରେ ଥିଲେ । ତେଣୁ ୱ
ଦଳ ପାଇଁ କିଛି କ୍ଷତି ହେବନି   - ପ୍ରମିଳା ମଲ୍ଲିକ


ଭୁବନେଶ୍ୱର, ୨୫ ମଇ- (ହି.ସ) ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ତାଙ୍କ ଉପରେ ବର୍ଷିଛନ୍ତି

ପ୍ରମିଳା ମଲ୍ଲିକ । ଦଳ ପାଇଁ କିଛି କ୍ଷତି ହେବନି ବୋଲି ସେ କହିଛନ୍ତି ।

ପ୍ରମିଳା ମଲ୍ଲିକ

କହିଛନ୍ତି ଯେ, ବିଜେଡି ସରକାରରୁ ଗଲା ପରେ ସେ ବିଜେପି ସହ ଯୋଗାଯୋଗରେ ଥିଲେ । ତେଣୁ ୱାକଫ୍

ବିଲ୍ ବେଳେ ସେ ସଂସଦରେ ଅନୁପସ୍ଥିତ ରହିଲେ । ବିଜେପି ୱାଶିଂ ମେସିନ୍ରେ ପଡ଼ି ସଫା ହେବାକୁ

ଯାଇଛନ୍ତି କହି ତାତ୍ସଲ୍ୟ କରିଛନ୍ତି ପ୍ରମିଳା ମଲ୍ଲିକ ।

ପ୍ରମିଳା ମଲ୍ଲିକ

କହିଛନ୍ତି ଯେ, ଗୋଟିଏ ଦିନ ବି ସେ ସଂସଦରେ ଓଡ଼ିଶା ଲୋକଙ୍କ ସମସ୍ୟା ଉଠାଇ ନାହାନ୍ତି । ଏଭଳି

ଲୋକ ଦଳରୁ ଗଲେ ଦଳ ଆହୁରି ମଜଭୁତ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande