କେନ୍ଦ୍ରାପଡ଼ା, ୩୧ ମଇ(ହି.ସ.) – ଗଦାଧର ହାଟ ନିକଟରେ ଚିତ୍ରୋତ୍ପଳା ନଦୀ ପଠାରେ ମଇଁଷି ପାଖକୁ ଭାତ ନେଇ ଯାଇଥିବା ସମୟରେ ବଜ୍ରପାତରେ ମଇଁଷିଆଳ ସାଲୁକା ମାଝୀଙ୍କ ମୃତ୍ୟୁ ଘଟିଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି
31 May 2026
ଭଦ୍ରକ, ୩୧ ମଇ (ହି.ସ.) - ଚାନ୍ଦବାଲି ବ୍ଲକ ଅର୍ନ୍ତଗତ କରଣପଲ୍ଲୀ ପଂଚାୟତରେ ଶାସକ ଦଳର ଦୁଇ ଗୋଷ୍ଠୀ ଛକାପଞା ହୋଇ ବ୍ଲକ ପରିସରରେ ହାତାହାତି ହୋଇଥିବା ଜଣାଯାଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ଅଂଚଳର ଜଣେ ପ୍ରୋଢ ନେତା ଗୁଡିଆ ବାବୁ ନିଜ ପଂଚାତରେ ଦବଦବା ନଥିବା ବେଳେ କରଣପଲ୍ଲୀ ପଂଚାୟତରେ ..
ଭଦ୍ରକ, ୩୧ ମଇ (ହି.ସ.) - ‘ପୁରସ୍କାର ସୃଜନଶୀଳ ସ୍ରଷ୍ଟାର ପ୍ରକୃତ ପରିଚୟ ନୁହେଁ। ବାଦଲ ସିକ୍ଦାରଙ୍କ ଭଳି ଜଣେ ସଫଳ ନାଟ୍ୟକାର କେବେ ପୁରସ୍କାରକୁ ଅପେକ୍ଷା କରିନଥାନ୍ତି। ଦିନରାତି କଳାକୁ ନେଇ ବଂଚିଥିବା ମଣିଷଟିଏ ବୁଝିଥାଏ ଦୁଃଖର ରଙ୍ଗ କଣ, ଲୁହର ସ୍ୱାଦ କିପରି, ଆନନ୍ଦର କାରୁକାର୍ଯ୍ୟ କେତେ। ..
ମାଲକାନଗିରି,୩୧ ମଇ (ହି.ସ.)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ୍ ଅନ୍ତର୍ଗତ ଗୁଣ୍ଠାୱାଡ଼ା ପଞ୍ଚାୟତର ଦିଶାରୀଗୁଡ଼ା ଗ୍ରାମ ନିକଟସ୍ଥ ପପୁଲୁର ମୂଖ୍ୟ ରାସ୍ତାରେ ଆଜି ଏକ କାର୍ ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି।ଆଜି ଦିନ ପ୍ରାୟ ୨ଟା ସମୟରେ ରାସ୍ତା ମଝିରେ ଗୋଟିଏ କାର୍(ସିଜି ୦୪ ପିଡି ୨୪୬୬) ହୁତହୁତ..
ଭୁବନ, ୩୧ ମଇ(ହି.ସ.) – ୬୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ଅସହାୟ ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗ ମାନଙ୍କୁ ମାସିକ ୧ ହଜାର ବଦଳରେ ୩ ହଜାର ଟଙ୍କା ଭତା ମିଳିବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇ ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କଲା। ଆସନ୍ତା ଜୁନ୍ ୧୨ ତାରିଖରେ ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha