ଲଷ୍ମୀ ବସ୍ରେ ଅର୍ଥ ହେରଫେର ମାମଲାରେ ଏଜିଙ୍କ ରିପୋର୍ଟ ତର୍ଜମା କରି ପଦକ୍ଷେପ ନିଆଯିବ
ଭୁବନେଶ୍ୱର 31 ମେ (ହି.ସ.)- ଲଷ୍ମୀ ବସ୍ରେ ଅର୍ଥ ହେରଫେର ନେଇ ଏଜିଙ୍କ ରିପୋର୍ଟ ଉପରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏଜିଙ୍କ ରିପୋର୍ଟ ତର୍ଜମା କରି ପଦକ୍ଷେପ ନେବୁ ।ଗତ ସରକାରରେ ଲକ୍ଷ୍ମୀ ବସ୍ରେ କ୍ଷତି ହେବା କଥା ସାମ
ଲଷ୍ମୀ ବସ୍ରେ ଅର୍ଥ ହେରଫେର     ମାମଲାରେ ଏଜିଙ୍କ ରିପୋର୍ଟ ତର୍ଜମା କରି ପଦକ୍ଷେପ ନିଆଯିବ


ଭୁବନେଶ୍ୱର 31 ମେ (ହି.ସ.)- ଲଷ୍ମୀ ବସ୍ରେ

ଅର୍ଥ ହେରଫେର ନେଇ ଏଜିଙ୍କ ରିପୋର୍ଟ ଉପରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରତିକ୍ରିୟା

ରଖିଛନ୍ତି । ସେ କହିଛନ୍ତି ଯେ, ଏଜିଙ୍କ ରିପୋର୍ଟ ତର୍ଜମା କରି ପଦକ୍ଷେପ ନେବୁ ।ଗତ ସରକାରରେ ଲକ୍ଷ୍ମୀ ବସ୍ରେ କ୍ଷତି ହେବା କଥା

ସାମ୍ନାକୁ ଆସିଥିଲା ।ଏବେ ୧୪୨୨ ବସ୍କୁ ମୁଖ୍ୟମନ୍ତ୍ରୀ ସେବା ନାମରେ ରି ରୁଟିଂ କରି ଚଲାଯାଉଛି

। ଆମ ସରକାର ଅର୍ଥକୁ ସଠିକ ଢଙ୍ଗରେ ବ୍ୟବହାର କରିଛନ୍ତି । ଆମ ସରକାରରେ ଅର୍ଥ ହେରଫେର ହେବ

ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande