ଅହିଲ୍ୟାବାଇ ହୋଲକରଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 31 ମେ (ହି.ସ.)- ଅହିଲ୍ୟାବାଇ ହୋଲକରଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ଲୋକମାତା’ ଅହିଲ୍ୟାବାଇ ହୋଲକରଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି
ଅହଲ୍ୟାବାଈ


ଭୁବନେଶ୍ୱର, 31 ମେ (ହି.ସ.)- ଅହିଲ୍ୟାବାଇ ହୋଲକରଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ଲୋକମାତା’

ଅହିଲ୍ୟାବାଇ

ହୋଲକରଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ନ୍ୟାୟ, ସେବା,

କରୁଣା

ଏବଂ ସୁଶାସନର ଅଦ୍ୱିତୀୟ ପ୍ରତିମୂର୍ତ୍ତି ଲୋକମାତା ଅହିଲ୍ୟାବାଇ ହୋଲକର ତାଙ୍କର ଦୂରଦର୍ଶୀ

ନେତୃତ୍ୱ ଦ୍ୱାରା ଜନକଲ୍ୟାଣକୁ ଶାସନର ସର୍ବୋଚ୍ଚ ଉଦ୍ଦେଶ୍ୟ ଭାବେ ପ୍ରତିଷ୍ଠିତ କରିଥିଲେ।

କାଶୀରୁ ସୋମନାଥ ପର୍ଯ୍ୟନ୍ତ ଏବଂ ଦେଶର ଅନେକ ପବିତ୍ର ତୀର୍ଥସ୍ଥଳର ପୁନରୁଦ୍ଧାରରେ ତାଙ୍କର

ଅବଦାନ ଭାରତୀୟ ଐତିହ୍ୟ ସଂରକ୍ଷଣର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଅଟେ। ମହିଳା ସମ୍ମାନ,

ଶିକ୍ଷା,

ଲୋକହିତ

ଏବଂ ମାନବୀୟ ମୂଲ୍ୟବୋଧ ପ୍ରତି ତାଙ୍କର ସମର୍ପଣ ଆଜି ମଧ୍ୟ ସମାଜକୁ ପ୍ରେରଣା ଯୋଗାଇ ଆସୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande