ମନ୍ କୀ ବାତରେ ବେଲପଣା’ର ପ୍ରଶଂସା କରିଥିବାରୁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 31 ମେ (ହି.ସ.)- ମନ୍ କୀ ବାତରେ ବେଲପଣା’ର ପ୍ରଶଂସା କରିଥିବାରୁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆଜି ମନ୍ କୀ ବାତକାର୍
ମନ୍ କୀ ବାତରେ ବେଲପଣା’ର ପ୍ରଶଂସା କରିଥିବାରୁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ     ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 31 ମେ (ହି.ସ.)- ମନ୍ କୀ ବାତରେ ବେଲପଣା’ର ପ୍ରଶଂସା କରିଥିବାରୁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ

କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆଜି ମନ୍ କୀ

ବାତକାର୍ଯ୍ୟକ୍ରମରେ

ଓଡ଼ିଶାର ପାରମ୍ପରିକ ଓ ସ୍ୱାସ୍ଥ୍ୟବର୍ଦ୍ଧକ ‘ବେଲପଣା’ର ପ୍ରଶଂସା କରିଥିବାରୁ ଧନ୍ୟବାଦ । ଗ୍ରୀଷ୍ମ ଋତୁରେ ଶରୀରକୁ ସୁସ୍ଥ ଓ ଶୀତଳ ରଖିବା ପାଇଁ

ବେଲପଣାର ଗୁରୁତ୍ୱ ଅତୁଳନୀୟ । ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରେରଣାଦାୟୀ ବାର୍ତ୍ତା ଆମର ସ୍ଥାନୀୟ ପରମ୍ପରା,

ସଂସ୍କୃତି ଏବଂ ଖାଦ୍ୟପେୟର ଗୌରବକୁ ସମଗ୍ର ଦେଶରେ

ଆହୁରି ବଢ଼ାଇବାରେ ସହାୟକ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande