ସରକାରୀ ବାସଭବନରେ ମନ୍ କୀ ବାତ ଶୁଣିଲେ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର, 31 ମେ (ହି.ସ.)- ଆଜି ସରକାରୀ ବାସଭବନରେ ସହଯୋଗୀ ମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୩୪ ତମ ସଂସ୍କରଣ ଶୁଣିଛନ୍ତି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏହି ଅବସରରେ ସେ କହିଛନ୍ତି ଯେ, ଆମ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ବାର
ସରକାରୀ ବାସଭବନରେ ମନ୍ କୀ ବାତ ଶୁଣିଲେ ଗୋକୁଳାନନ୍ଦ ମଲ୍ଲିକ


ଭୁବନେଶ୍ୱର, 31 ମେ (ହି.ସ.)- ଆଜି ସରକାରୀ ବାସଭବନରେ ସହଯୋଗୀ ମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୩୪ ତମ ସଂସ୍କରଣ ଶୁଣିଛନ୍ତି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏହି ଅବସରରେ ସେ କହିଛନ୍ତି ଯେ, ଆମ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଦେଶର ବିକାଶ କ୍ଷେତ୍ରରେ ବିଭିନ୍ନ ପ୍ରେରଣାଦାୟକ ଉଦାହରଣ। ଗ୍ରୀଷ୍ମ ତାପରୁ ଉପଶମ ପାଇବା ପାଇଁ ଭାରତର ବିଭିନ୍ନ ଅଞ୍ଚଳର ମନଲୋଭା ପଣା ଏବଂ ସର୍ବତ୍ ବିଷୟରେ ଆଲୋଚନା କରି ଓଡ଼ିଶାର ପ୍ରସିଦ୍ଧ ବେଲ ପଣା କଥା ମଧ୍ୟ ଉଲ୍ଲେଖ କଲେ। ଆସନ୍ତୁ ମିଳିମିଶି ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ତତ୍ପରତାର ସହ କାର୍ଯ୍ୟ କରିବା, ଏହା ହିଁ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande