
ଭୁବନେଶ୍ୱର, 31 ମେ (ହି.ସ.)- ଅନାସ୍ଥା ଭୋଟରେ ବିଜୟୀ ହୋଇଥିବା ସତ୍ୟବାଦୀ ନିର୍ବାଚନମଣ୍ଡଳୀ
ବୀରରାମଚନ୍ଦ୍ରପୁର ପଞ୍ଚାୟତର ସଦସ୍ୟଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ
ପଟ୍ଟନାୟକ । ଏହି ଅବସରରେ ସେ କହିଛନ୍ତି ଯେ, ଲୋକଙ୍କ ଭଲପାଇବାର ବିଜୟ ହୋଇଛି,
ଗାଁ
ଗାଁରେ ବିଜୁ ଜନତା ଦଳ ମଜଭୁତ ହେଉଛି। ସମସ୍ତେ ଏକ ହୋଇ ଲୋକଙ୍କ ସେବାରେ ନିଜକୁ ସମର୍ପିତ
କରିବାକୁ ଆହ୍ୱାନ କରିଛନ୍ତି ନବୀନ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା