
ଭୁବନେଶ୍ୱର 31 ମେ (ହି.ସ.)- ଉତ୍କର୍ଷ
ନିମାପଡ଼ା ୨.୦ ଅଧୀନରେ ଗୋପଠାରେ ଆୟୋଜିତ ଉତ୍କର୍ଷ ମାରାଥନ୍ରେ ଯୋଗଦେଇଛନ୍ତି
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ସୁସ୍ଥ ଗୋପ
ବାର୍ତ୍ତା ସହ ଆୟୋଜିତ ଏହି ମାରାଥନ୍ରେ କୋରେଇର ବିଧାୟକ ତଥା ଲୋକପ୍ରିୟ ଅଭିନେତା ଶ୍ରୀ ଆକାଶ
ଦାସ ନାୟକ, ଦଳର ଯୁବ ନେତା ତଥା ଲୋକପ୍ରିୟ ଅଭିନେତା ଶ୍ରୀ ଅରିନ୍ଦମ ରାୟ,
ପୁରୀ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା
କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଅରୁଗୁଳା ସ୍ନେହା ଏବଂ ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା