ହାଇ ଆଲର୍ଟରେ ସମ୍ବଲପୁର ସହର
ହାଇ ଆଲର୍ଟରେ ସମ୍ବଲପୁର ସହର
ହାଇ ଆଲର୍ଟରେ ସମ୍ବଲପୁର ସହର


ହାଇ ଆଲର୍ଟରେ ସମ୍ବଲପୁର ସହର


ହାଇ ଆଲର୍ଟରେ ସମ୍ବଲପୁର ସହର


ହାଇ ଆଲର୍ଟରେ ସମ୍ବଲପୁର ସହର


ସମ୍ବଲପୁର, ୦୮, ମେ (ହି.ସ.) କିଛି ଦିନ ଧରି ସମ୍ବଲପୁର ସହରରେ ଏକ ପ୍ରକାର ଅପରାଧିକ କାର୍ଯ୍ୟକଳାପ, ବେଆଇନ ମାଦକଦ୍ରବ୍ୟ ଚୋରା ଚାଲାଣ ଭଳି କାର୍ଯ୍ୟକଳାପ ରୋକିବା ପାଇଁ ଏବେ ସମଗ୍ର ସମ୍ବଲପୁର ସହରରେ ପୋଲିସ ପକ୍ଷରୁ ଜୋରଦାର ଛାନଭିନ୍ ଜାରି ରହିଛି । ସହରରେ କୌଣସି ଅପରିଚିତ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତି, ଅପରାଧିକ କାର୍ଯ୍ୟକଳାପର ସୁରାକ୍ ମିଳିବା ମାତ୍ରେ ପୋଲିସକୁ ସୂଚନା ଦେବା ପାଇଁ ଲୋକଙ୍କୁ ସଚେତନ କରିବା, ନିୟମିତ ଗାଡ଼ିରେ ପାଟ୍ରୋଲିଂ ସହ ଏବେ ସଶସ୍ତ୍ର ପୋଲିସ ସ୍ୱାର୍ଡ ଚାଲି ଚାଲି ସହରର ସମସ୍ତ ଛକ, ପଡ଼ା, ବସ୍ତି ଓ ସନ୍ଦେହ ଜନକ ସ୍ଥାନ ଗୁଡିକୁ ଯାଙ୍ଘ; କରୁଥିବା ଦେଖିବାକୁ ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande