ଛାତ୍ରଛାତ୍ରୀଙ୍କୁ ଥାନା ସଚେତନତା ଦେଲା ଜୁଭେଣ୍ଟିକା ଯୋଜନା

ସମ୍ବଲପୁର, ୦୮, ମେ (ହି.ସ.) ଆଜି ସମ୍ବଲପୁର ସହରର ଟାଉନ ଥାନାରେ ରାଜ୍ୟ ସରକାରଙ୍କ ନୂତନ ଭାବେ ପ୍ରଚଳିତ ଜୁଭେଣ୍ଟିକା ଯୋଜନାରେ ୧୮ ବର୍ଷରୁ କମ୍ ଶତାଧିକ ଛାତ୍ରୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ଥାନା କ'ଣ, ପୋଲିସର କାର୍ଯ୍ୟ କ'ଣ, ଅଭିଯୋଗ କିପରି ଦିଆଯାଏ, ଏଫ୍ଆଇଆର କ'ଣ, ଷ୍ଟେସନ୍ ଡାଇରୀ କ'ଣ ପରେ ବିଭିନ୍ନ ଅପରାଧିକ ଅଭିଯୋଗ ପରେ କେଉଁ କେଉଁ ସୋପାନ ଦେଇ ତଦନ୍ତ ଆରମ୍ଭ ହୁଏ ଆଦି ଅତି ସରଳ କରଣୀରେ ଛାତ୍ରୀ ମାନଙ୍କୁ ସଚେତନ କରାଯାଇଥିଲା । ପରେ ପରେ ଆଜିକାଲିର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ମଧ୍ୟରେ ସାଇବର ଠକେଇ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ମୋବାଇଲ ଚାଳନା, ନେଟ୍ ବ୍ୟାଙ୍କିଙ୍ଗରେ କିପରି ସତର୍କତା ଅବଲମ୍ବନ କରିବାକୁ ହେବ ସେ ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରାଯାଇଥିଲା । ଥାନା, ପୋଲିସର କାର୍ଯ୍ୟକଳାପ ଓ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ରୋକିବା ଦିଗରେ ଛାତ୍ରୀ ମାନଙ୍କୁ ସଚେତନତା ଓ ବିଶେଷ ଭାବରେ ସାଇବର ଠକେଇରୁ ବର୍ତ୍ତିବା ସମ୍ପର୍କରେ ସଚେତନ ଉଚ୍ଚକୋଟୀର ଥିବାରୁ ଛାତ୍ରୀମାନେ ବେଶ୍ ଆତ୍ମସନ୍ତୋଷ ପ୍ରକାଶ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande