
ଖୋର୍ଦ୍ଧା, ୦୮ ମଇ(ହି.ସ.) – ସାରୁଅ ବଜାରରେ ଥିବା ସୁନା ଦୋକାନରୁ ଲୁଟ୍। ଗତକାଲି ବିଳମ୍ବିତ ରାତିରେ ଦୋକାନ କାନ୍ଥ ଭାଗିଂ ବିପୁଳ ରୂପା ସୁନା ସହ ନଗଦ ଟଙ୍କା ଲୁଟ ହୋଇଥିବା ନେଇ ବାଘମାରୀ ଥାନାରେ ଅଭିଯୋଗ। ସୁଚନା ମୁତାବକ ୫୭ନମ୍ବର ଜାତୀୟ ରାଜପଥର ସାରୁଅ ବଜାରରେ ଥିବା କାଂଚନ ଜୁଏଲାରୀ ଦୋକାନରୁ ଦୂର୍ବୁଦମାନେ ଦୋକାନ କାନ୍ଥ ଖୋଳି ଦେଇଛନ୍ତି। ଏପରିକି ଦୋକାନ ମଧ୍ୟରେ ଥିବା ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନଗହଣା ସମେତ ନଗତ ଟଙ୍କା ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ