
ବଲାଙ୍ଗିର, 09 ମେ (ହି.ସ.)
ବାଳିକା ବିଦ୍ୟାଳୟ ସଇଁତଲା ର ଦଶମ ଶ୍ରେଣୀ ର ଛାତ୍ରୀ ମୁକ୍ତାମାୟୀ ପ୍ରଧାନ 480 ମାର୍କ ରଖି A2 ଗ୍ରେଟ ରଖି ବିଦ୍ୟାଳୟ ର ଗର୍ବ ଆଣି ଛନ୍ତି, ଏଥିର ଶ୍ରେହ ସେ ପ୍ରଧାନ ଶିକ୍ଷକ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ, ତାଙ୍କ ପିତା ମାତା, ଓ ଟିଉସନ ଶିକ୍ଷକ ଙ୍କୁ ଦେଇଛନ୍ତି ଏଥିପାଇଁ ତାଙ୍କୁ ଉତ୍ସାହିତ କରିବା ପାଇଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ବିନାୟକ କୁମ୍ଭାର ଓ ସହଯୋଗୀ ଶିକ୍ଷକ ବ୍ରହ୍ମl ଭୋଇ, ରଞ୍ଜିତା ମିଶ୍ର, ଦୁର୍ବାଦଳ ସାହୁ ବାସୁଦେବ ଶୁଣାନୀ, ମଣ୍ଟୁ, ପ୍ରଭୂତି ସ୍ୱାଗତ କରିଥିଲେ, ସେ ଭୀମସେନ ପଧାନ ଓ ସୀତା ପଧାନ ସଇଁତଲା ବାସିନ୍ଧା ଙ୍କ ଝିଅ ଅଟନ୍ତି, ଏଥିପାଇଁ ବିଦ୍ୟାଳୟ ରେ ଖୁସି ର ମାହୋଲ ହୋଇ ଥିଲା
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ