କେନ୍ଦ୍ରାପଡ଼ାରେ ରାଷ୍ଟ୍ରୀୟ ଲୋକ ଅଦାଲତ
କେନ୍ଦ୍ରାପଡ଼ା, ୦୮ ମଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଆଇନ୍େସବା ପ୍ରାଧିକରଣ ତରଫରୁ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଜିଲ୍ଲା ଜଜ୍ ତଥା ପ୍ରାଧୀକରଣ ଅଧ୍ୟକ୍ଷ ଶ୍ରୀମତୀ ପ୍ରଜ୍ଞା ପରମିତା ରାଉଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏ
କେନ୍ଦ୍ରାପଡାରେ ରାଷ୍ଟ୍ରୀୟ ଲୋକ ଅଦାଲତ ।


କେନ୍ଦ୍ରାପଡ଼ା, ୦୮ ମଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଆଇନ୍େସବା ପ୍ରାଧିକରଣ ତରଫରୁ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଜିଲ୍ଲା ଜଜ୍ ତଥା ପ୍ରାଧୀକରଣ ଅଧ୍ୟକ୍ଷ ଶ୍ରୀମତୀ ପ୍ରଜ୍ଞା ପରମିତା ରାଉଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ମୋଟ୍ ୯ ହଜାର ୨ଶହ ୬୭ଟି ମାମଲା ପଞ୍ଜିକରଣ ହୋଇଥିବାବେଳେ ୩ ହଜାର ୨୮୧ ମାମଲା ସମାଧାନ ହୋଇ ମୋଟ୍ ୨ କୋଟି ୪୪ ଲକ୍ଷ ୫ ହଜାର ୭ ଶହ ୯୩ ଟଙ୍କା ଆଦାୟ ହୋଇଛି। ଏହି ଲୋକ ଅଦାଲତରେ ଏଡିଜେ ବିଷ୍ଣୁଦେବ ଜେନା, ପରିବାର ଅଦାଲତ ବିଚାରପତି ଦେବାଶିଷ ପଣ୍ଡା, ସିଜିଏମ୍ ସରୀତା ମହାନ୍ତିଙ୍କ ସମେତ ସମସ୍ତ ବିଚାରପତି ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande