
ଭୁବନେଶ୍ୱର, ୦୯ ମଇ (ହି.ସ.) - ବାଲିଅନ୍ତାରେ ସୌମ୍ୟ ସ୍ୱାଇଁଙ୍କୁ ପିଟି ପିଟି ହତ୍ୟା ଘଟଣାରେ ବାଲିଅନ୍ତା ପୋଲିସ ଆଉ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ପୂର୍ବରୁ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିସାରିଛି। ଏହି ମାମଲାରେ ଏବେସୁଦ୍ଧା ୧୧ ଅଭିଯୁକ୍ତ ଗିରଫ ହୋଇସାରିଥିବା ବେଳେ ଗିରଫଦାରୀ ଆହୁରି ବଢ଼ିପାରେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା