
ଭୁବନେଶ୍ୱର, 09 ମେ (ହି.ସ.)- ସ୍ୱାଧୀନତା ସଂଗ୍ରାମୀ ଗୋପାଳ କୃଷ୍ଣ ଗୋଖଲେଙ୍କ ଜୟନ୍ତୀରେ ତାଙ୍କୁ ନମନ
କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା
କହିଛନ୍ତି ଯେ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୋପାଳ କୃଷ୍ଣ ଗୋଖଲେଙ୍କ ଜୟନ୍ତୀ ଅବସରରେ କୋଟି
କୋଟି ପ୍ରଣାମ ଜଣାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା