
ଗଞାମ, ୨୪ ଜୁନ୍(ହି.ସ.) – ଶେରଗଡ ବ୍ଲକରେ ଏସିଆଇଆର୍(ପୂର୍ବ ସ୍ୱତନ୍ତ୍ର ସଘନ ଭୋଟର ତାଲିକାକରଣ) ପାଇଁ ବିଭିନ୍ନ ବୁଥର ରାଜନୈତିକ ଦଳର ଏଜେଂଟଙ୍କୁ ନେଇ ବିଏଲ୍ଓ ଓ ସୁପର ଭାଇଜରଙ୍କ ଉପସ୍ଥିତିରେ ବୈଠକ ହୋଇଯାଇଛି। ପ୍ରତ୍ୟେକ ବୁଥ୍ରେ ସ୍ଥାନୀୟ କିଛି ବିଶିଷ୍ଠ ଭୋଟରମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସମସ୍ତ ବୁଥ୍ ସ୍ତରୀୟ କାର୍ଯ୍ୟକ୍ରମ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ