
ଭୁବନେଶ୍ୱର, 24 ଜୁନ୍ (ହି.ସ.)- ଝାରପଡା ଜେଲରେ ଜେଲ ହେଡକ୍ୱାର୍ଟର ଡିଆଇଜି ବୀରେନ ସାହୁ
। ଏକାଥରେ ୫ ଜଣ କଏଦୀ ଅସୁସ୍ଥ ଘଟଣାର ଝାରପଡା ସ୍ଵତନ୍ତ୍ର ଜେଲରେ ତନାଘନା ଆରମ୍ଭ ହୋଇଛି ।
କେମିତି ହେଲେ ଅସୁସ୍ଥ, ନିଶା କାରବାର
ଅଭିଯୋଗ ପରେ ଚାଲିଛି ତଦନ୍ତ । ଯଦି କିଛି ନିଶା କାରବାର ସାମ୍ନାକୁ ଆସେ ହବ ଦୃଢ଼
କାର୍ଯ୍ୟାନୁଷ୍ଠାନ । ୧୨୦୦ କଏଦି ଭିତରୁ ୫ ଜଣ କେମିତି ହେଲେ ଅସୁସ୍ଥ । ଜେଲ୍ ଡିଜି ଙ୍କ
ନିର୍ଦ୍ଦେଶ କ୍ରମେ ତଦନ୍ତ ଚାଲିଛି । ସିସିଟିଭି ଆଧାରରେ ସ୍ୱଚ୍ଛ ତଦନ୍ତ ହେବ ବୋଲି ଜେଲ
ହେଡକ୍ୱାର୍ଟର ଡିଆଇଜି ବୀରେନ ସାହୁ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା