ପାଠ୍ୟ ପୁସ୍ତକ ତ୍ରୁଟି- ଏସସିଇଆରଟିରେ ତଦନ୍ତ କମିଟି
ଭୁବନେଶ୍ୱର, 24 ଜୁନ୍ (ହି.ସ.)- ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଏସସିଇଆରଟିକାର୍ଯ୍ୟାଳୟରେ ପହଂଚି ତନାଘନା କରୁଛି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ତଦନ୍ତ କମିଟି। ଏସସିଇଆରଟିଅଫିସରେ ପହଁଚିଛନ୍ତି ତଦନ୍ତ କମିଟି ସଦସ୍ୟ ତଥା ଓଡ଼ିଆଭାଷା ସାହିତ୍ୟ ସଂସ୍କୃତି ବିଭାଗ ସଚିବ
ପାଠ୍ୟ ପୁସ୍ତକ ତ୍ରୁଟି- ଏସସିଇଆରଟିରେ ତଦନ୍ତ କମିଟି


ଭୁବନେଶ୍ୱର, 24 ଜୁନ୍ (ହି.ସ.)- ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଏସସିଇଆରଟିକାର୍ଯ୍ୟାଳୟରେ ପହଂଚି ତନାଘନା କରୁଛି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା

ଗଠିତ ତଦନ୍ତ କମିଟି। ଏସସିଇଆରଟିଅଫିସରେ ପହଁଚିଛନ୍ତି

ତଦନ୍ତ କମିଟି ସଦସ୍ୟ ତଥା ଓଡ଼ିଆଭାଷା ସାହିତ୍ୟ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ। ତାଙ୍କ ସହ ଗଣଶିକ୍ଷା ସଚିବ ଏନ ତିରୁମଲା ନାଏକ ଉପସ୍ଥିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ନିର୍ଦେଶରେ

ଗତିଠ 3 ଜଣିଆ ତଦନ୍ତ କମିଟି ଆଜି ତଦନ୍ତ ରିପୋର୍ଟ ପ୍ରଦାନ

କରିବେ। ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande