ଆସିକା ମୁଖ୍ଯ ଡାକଘରେ ଅଗ୍ନିକାଣ୍ଡ
ଗଞାମ, ୮ ଜୁନ୍ (ହି.ସ.)- ଆସିକା ମୂଖ୍ୟ ଡାକଘରେ ଅଗ୍ନିକାଣ୍ଡ ଘଟି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ନଷ୍ଟ ହୋଇଛି । ଆସିକା ଦମକଳ ବାହିନୀ ପହଂଚି ଅଗ୍ନିକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ବାପିତ କରିଛନ୍ତି। ଆସିକା ପୁଲିସ ମଧ୍ୟ ଘଟଣାସ୍ଥଳରେ ରହିଛି। ବିଦ୍ଯୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍
ଆସିକା ମୁଖ୍ଯ ଡାକଘରେ ଅଗ୍ନିକାଣ୍ଡ


ଗଞାମ, ୮ ଜୁନ୍ (ହି.ସ.)- ଆସିକା ମୂଖ୍ୟ ଡାକଘରେ ଅଗ୍ନିକାଣ୍ଡ ଘଟି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ନଷ୍ଟ ହୋଇଛି । ଆସିକା ଦମକଳ ବାହିନୀ ପହଂଚି ଅଗ୍ନିକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ବାପିତ କରିଛନ୍ତି। ଆସିକା ପୁଲିସ ମଧ୍ୟ ଘଟଣାସ୍ଥଳରେ ରହିଛି। ବିଦ୍ଯୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଥିବା ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande