ମାନେଶ୍ୱର ବ୍ଲକରେ ଜନ ଅଭିଯୋଗ ଶୁଣାଣି
ମାନେଶ୍ୱର ବ୍ଲକରେ ଜନ ଅଭିଯୋଗ ଶୁଣାଣି
ମାନେଶ୍ୱର ବ୍ଲକରେ ଜନ ଅଭିଯୋଗ ଶୁଣାଣି


ମାନେଶ୍ୱର ବ୍ଲକରେ ଜନ ଅଭିଯୋଗ ଶୁଣାଣି


ସମ୍ବଲପୁର, ୦୮, ଜୁନ୍ (ହି.ସ.) - ସୋମବାର ଦିନ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୪୩ ଟି ଆବେଦନ ଗ୍ରହଣ କରାଯାଇଥିଲା । ଉକ୍ତ ଅଭିଯୋଗ ଶୁଣାଣୀ ଠାରେ ଦୁଇଜଣ ବ୍ୟକ୍ତିଙ୍କୁ ସମୁଦାୟ ୨୫ ହଜାର ଟଙ୍କା ସିଏମ୍ଆର୍ ଏଫ୍ ପାଣ୍ଠି ଅଧୀନରେ ସହାୟତା ପ୍ରଦାନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande