ମା-ଝିଅ ଡବଲ୍ ମର୍ଡର ଘଟଣା: ଜଣେ ଅଟକ
ମାଁ-ଝିଅ ଡବଲ୍ ମର୍ଡର ଘଟଣା: ଜଣେ ଅଟକ
ମାଁ-ଝିଅ ଡବଲ୍ ମର୍ଡର ଘଟଣା: ଜଣେ ଅଟକ


ମାଁ-ଝିଅ ଡବଲ୍ ମର୍ଡର ଘଟଣା: ଜଣେ ଅଟକ


ମାଁ-ଝିଅ ଡବଲ୍ ମର୍ଡର ଘଟଣା: ଜଣେ ଅଟକ


ମାଁ-ଝିଅ ଡବଲ୍ ମର୍ଡର ଘଟଣା: ଜଣେ ଅଟକ


ମାଁ-ଝିଅ ଡବଲ୍ ମର୍ଡର ଘଟଣା: ଜଣେ ଅଟକ


ସମ୍ବଲପୁର, ୦୮, ଜୁନ୍ (ହି.ସ.)ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ଗିରିପାଲି ଖଡିଆପଡା ଗ୍ରାମରେ ଗୋଟିଏ ପରିବାରର ଦୁଇଦୁଇ ଜଣଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଦୁଇ ମୃତକ ସମ୍ପର୍କରେ ମାଁ ଓ ଝିଅ ବୋଲି ଜଣାପଡିଛି । କୌଣସି ଗୁଣି ଗାରେଡି ଘଟଣାକୁ ନେଇ ରବିବାର ବିଳମ୍ବିତ ରାତିରେ ଏହି ସୁପରିକଳ୍ପିତ ହତ୍ୟାକାଣ୍ଡ ଘଟିଥିବା ବେଳେ ସୋମବାର ପ୍ରତ୍ୟୁଷରେ ଏହା ଜଣାପଡିଥିଲା । ଏହି ହତ୍ୟାକାଣ୍ଡ ଘଟଣା ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରାଇଛି। ତେବେ ମୃତକଙ୍କ ଘର ପଡୋଶୀ ଏହି ହତ୍ଯାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ବର୍ତ୍ତମାନ ସୁଦ୍ଧା ଜଣଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande