ସପ୍ତାହେ ଭିତରେ ଭତା ସମସ୍ୟାର ସମାଧାନ -ମନ୍ତ୍ରୀ
ଭୁବନେଶ୍ୱର, ୦୮ ଜୁନ (ହି.ସ)- ଏକ ସପ୍ତାହ ଭିତରେ ଭତା ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯେ ଏହା କେବଳ ଓଡ଼ିଶାର ସମସ୍ୟା ନୁହଁ, ସବୁ ରାଜ୍ୟର ସମସ୍ୟା। କାମ ଚାଲିଛି ସଫ୍ଟୱେରରେ କିଛି ପରିବର୍ତନ ହେଉଛି। ଆଶା କରୁଛୁ ଏକ ସପ୍ତାହ ଭିତରେ ଏଥି
nityanand gond


ଭୁବନେଶ୍ୱର, ୦୮ ଜୁନ (ହି.ସ)- ଏକ ସପ୍ତାହ ଭିତରେ ଭତା ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯେ ଏହା କେବଳ ଓଡ଼ିଶାର ସମସ୍ୟା ନୁହଁ, ସବୁ ରାଜ୍ୟର ସମସ୍ୟା। କାମ ଚାଲିଛି ସଫ୍ଟୱେରରେ କିଛି ପରିବର୍ତନ ହେଉଛି। ଆଶା କରୁଛୁ ଏକ ସପ୍ତାହ ଭିତରେ ଏଥିରେ ସୁଧାର ଆସିବ। ଯେତିକି ବକେୟା ଟଙ୍କା ଥିବ ସେସବୁକୁ ଏକାଥରେ ପାଇପାରିବେ ହିତାଧିକାରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande