ଅଗ୍ନିକାଣ୍ଡରେ ତିନି ବଖରା ପୋଡିଗଲା
ଭଦ୍ରକ, ୧୫ ଜୁଲାଇ (ହି.ସ.) - ଭଦ୍ରକ ବ୍ଲକ ଅଧିନ କାଉପୁର ପଂଚାୟତ ଶିରାପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ପୋଡିଯାଇଛି। ମଙ୍ଗଳବାର ବଜ୍ରପାତରେ ଗ୍ରାମର ନୃସିଂହ ଚରଣ ପୃଷ୍ଟିଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏଥିରେ ଘରେ ଥିବା ସମସ୍ତ ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇ
AGNIKANDA RE 3 BAKHARA JALIGALA


ଭଦ୍ରକ, ୧୫ ଜୁଲାଇ (ହି.ସ.) - ଭଦ୍ରକ ବ୍ଲକ ଅଧିନ କାଉପୁର ପଂଚାୟତ ଶିରାପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ପୋଡିଯାଇଛି। ମଙ୍ଗଳବାର ବଜ୍ରପାତରେ ଗ୍ରାମର ନୃସିଂହ ଚରଣ ପୃଷ୍ଟିଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏଥିରେ ଘରେ ଥିବା ସମସ୍ତ ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଥିଲା। ଖବରପାଇ ଆଗରପଡାରୁ ଦମକଳ ଯାଇ ନିଆଁକୁ ଆୟତ କରିଥିଲା। ଅଗ୍ନି ବିପନ୍ନ ପରିବାର ଏବେ ଶୀତ ବର୍ଷାରେ ପଡିରହିଥିବା ବେଳେ ସରକାରୀ ସହାୟତା ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande