

ବଲାଙ୍ଗିର, 20 ଜୁଲାଇ (ହି.ସ.)
ଆଜି ହେରା ପଞ୍ଚମୀ ତିଥି ରେ ବଲାଙ୍ଗିର ଟିକ୍ତା ପଡ଼ା ଚାନ୍ଦ ମନ୍ଦିର ତିନିଠାକୁର ସ୍ଥାନିୟ ଶ୍ରୀ ରାମ ଚରିତ ମାନସ ମନ୍ଦିର ମାଉସୀ ମା ମନ୍ଦିର ରେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ବେଶ ରେ ଠାକୁର ମାନେ ଅବତାର ନେଇଛନ୍ତି। ଆଜି ହେରପଞ୍ଚମୀ ରେ ଠାକୁରାଣୀ ମାଆ ଲକ୍ଷ୍ମୀ ପାଲିଙ୍କି ରେ ଆସି ସନ୍ଧ୍ୟା ରେ ରଥ ଭାଙ୍ଗି ଚାଲି ଯାଇଛନ୍ତି। ମହିଳା ମାନେ ମାଆ ଙ୍କ ସହିତ ଆସିଥିଲେ। ଆଜି ଦର୍ଶନ ରେ ଅନେକ ଭକ୍ତ ମହିଳା ପୁରୁଷ ଅସି ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ