ଗଂଜେଇ ଜବତ, ୨ ଗିରଫ
ଜୟପୁର, ୧୫ ଜୁଲାଇ(ହି.ସ.) – ଗଞ୍ଜେଇ ଚାଲାଣବେଳେ ଜୟପୁର ଅବକାରୀ ଥାନା ଚଢ଼ାଉ କରି ୨ ଅଭିଯୁକ୍ତ କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ତେଲେଙ୍ଗାନା ରାଜ୍ୟର ଏ କିରଣ କୁମାର ଓ ଅମୀର ହୁସେନ। ସୂଚନା ଅନୁଯାୟୀ ଦୁଇ ଅଭିଯୁକ୍ତ ଗଂଜେଇ ଧରି ଡ଼ଙ୍ଗାରହିଛି। ଛକରେ ଠିଆ ହୋଇଥିବା ଗଂଜେଇ ଚାଲାଣ ସୂଚନା ପ
ଗଂଜେଇ ଜବତ, 2 ଗିରଫ


ଜୟପୁର, ୧୫ ଜୁଲାଇ(ହି.ସ.) – ଗଞ୍ଜେଇ ଚାଲାଣବେଳେ ଜୟପୁର ଅବକାରୀ ଥାନା ଚଢ଼ାଉ କରି ୨ ଅଭିଯୁକ୍ତ କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ତେଲେଙ୍ଗାନା ରାଜ୍ୟର ଏ କିରଣ କୁମାର ଓ ଅମୀର ହୁସେନ। ସୂଚନା ଅନୁଯାୟୀ ଦୁଇ ଅଭିଯୁକ୍ତ ଗଂଜେଇ ଧରି ଡ଼ଙ୍ଗାରହିଛି। ଛକରେ ଠିଆ ହୋଇଥିବା ଗଂଜେଇ ଚାଲାଣ ସୂଚନା ପାଇଁ ଜୟପୁର ଅବକାରୀ ଥାନା ଚଢ଼ାଉ କରିଛି। ଚଢ଼ାଉ କରି ୫ କେଜି ଗଂଜେଇ ଜବତ କରି ଦୁଇ ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା ଅବକାରୀ ଥାନା ଓଆଇସି ସୁବ୍ରତ କେଶରୀ ହିରନ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande