
ଖୋର୍ଦ୍ଧା, ୧୫ ଜୁଲାଇ (ହି.ସ.) ସାମାଜିକ ଅନୁଷ୍ଠାନ ପ୍ରୋଜେକ୍ଟ ପଏଂଟ ଓଡିଶା ଓ ମାଁଇ ଭାରତ, ଯୁବ କାର୍ଯ୍ୟ ଓ କ୍ରୀଡା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହଯୋଗରେ ଦିନିକିଆ ଯୁବ ନେତୃତ୍ୱ ଆଳାପ କାର୍ଯ୍ୟକ୍ରମ ଭୁବନେ ଶ୍ୱର ସ୍ଥିତ କିଟ୍ ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଜୟର ୧୮୪ ଜଣ ଯୁବ ପ୍ରତିଭାଗୀ ଏବଂ ବିଭିନ୍ନ କାର୍ଯ୍ୟ ଦକ୍ଷତା ପ୍ରତିନିଧ୍ ଯୋଗଦେଇ ଜାତୀୟ ଯୁବ ନୀତି, ୟୋଜନା ଓ ଅଧିକାର ବିଷ ବିଷୟରେ ଆଲୋଚନା । କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଯୁବ ସଦସ୍ୟମାନଙ୍କ ପରିଚୟ ସହ ଆନୁଷ୍ଠାନିକ ଉଦଘାଟନ କରାଯାଇଥିଲା । ପ୍ରୋଜେକ୍ଟ ପଏଂଟର ଅଧ୍ୟକ୍ଷ ଡ଼ ସଂଗ୍ରାମ ଡ଼ ସଂଗ୍ରାମ କେଶରୀ ସାମନ୍ତରାୟ ସ୍ୱାଗତ ଭାଷଣ ରଖ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ରୂପରେଖା ବିଷୟରେ ଉଲ୍ଲେଖ କରିଥିଲେ। ସମ୍ମାନୀତ ଅତିଥ୍ ଭାବେ ଭାରତ ସରକାରଙ୍କ ଯୁବ ବ୍ୟାପାର ବିଭାଗ ପୁର୍ବତନ ନିର୍ଦ୍ଦେଶକ ସତ୍୍ୟପ୍ରକାଶ ପଟ୍ଟନାୟକ ବିଭିନ୍ନ ମାଁଇ ଭାରତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ଓ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ସଚିବ ନିହାର ରଞ୍ଜନ ଦାସ ଯୁବମାନଙ୍କୁ ମୂଳସ୍ତରରେ କାମ କରି ବ୍ୟକ୍ତି ତ୍ୱ ଗଠନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ଓ କିଟ୍ ବିଶ୍ୱବିଦ୍ୟାଳୟ ଏନ ଏସ ଏସ ର କାର୍ଯ୍ୟକ୍ରମ ସଂଯୋଜକ ଡ଼ ଡ଼ ପ୍ରଭାତ କୁମାର ରାଉତ ବିଭିନ୍ନ ଯୁବ ନେତୃତ୍ୱ ଉପରେ ବିସ୍ତାରିତ ରୂପେ ଜଣାଇଥିଲେ ଓ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ ଜ୍ଞାନ ରଞ୍ଜନ ମହାନ୍ତି ଶିକ୍ଷା ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ଆଗକୁ ବଢ଼ିବା ଦରକାର ବୋଲି ଜଣାଇ ଣାଇଥିଲେ ଓ ଶେଷରେ ମୁଖ୍ୟ ଅତିଥ୍ ଭାବରେ ଡ ଯତୀନ ମହାନ୍ତି ଶିକ୍ଷା ଓ ଅନୁସନ୍ଧାନ ଉପରେ ଉଦୟ ହେବା ପାଇଁ ଅନୁରୋଧ ରାଧ କରିଥିଲେ ଓ ମାଁଇ ଭାରତର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ ମାଁଇ ଭାରତ ପୋର୍ଟାଲ ଅନେକ ଆଶା ପୂରଣ ହେଉଛି ବୋଲି ଜଣାଇଥିଲେ। ନୂଆ ଉଦାହରଣ ସହିତ ବିକସିତ ଭାରତ ଭାରତ ପାଇଁ ଆଲୋ ଲାଚନା ବିଷୟରେ ଅବଗତ କରାଯାଇଥିଲା । ଏହି ସଭାରେ, ଆଭା ମିଶ୍ର, ଶ୍ର, ଡ କମଲ ଲୋଚନ ମିଶ୍ର, ଲାୟନ୍ ରବୀନ୍ଦ୍ର କୁମାର ଜେନା, ଡ ସ୍ମୃତି ରଞ୍ଜନ ଦାସ, ସାର୍ଥକ ଶଙ୍କର ଭଗତ୍ ଓ ଦେବସ୍ମିତା କର ଆଲୋଚନା କରିଥିଲେ ଓ ସଭାକୁ ଦିବ୍ୟାଶି ଶେଖାବତ୍ ପରିଚାଳନା କରିଥିଲେ ।
------------
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ