ଦେଶବାସୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ଶୁଭକାମନା ଜଣାଇଲେ ଅମିତ ଶାହ
ନୂଆଦିଲ୍ଲୀ, 16 ଜୁଲାଇ (ହି.ସ.) - ଦେଶବାସୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଜୟ ଜଗନ୍ନାଥ! ଦେଶବାସୀଙ୍କୁ ମହ
ଦେଶବାସୀଙ୍କୁ ମହାପ୍ରଭୁ     ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ଶୁଭକାମନା ଜଣାଇଲେ ଅମିତ ଶାହ


ନୂଆଦିଲ୍ଲୀ, 16 ଜୁଲାଇ (ହି.ସ.) - ଦେଶବାସୀଙ୍କୁ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ

ଅମିତ ଶାହ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଜୟ

ଜଗନ୍ନାଥ! ଦେଶବାସୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ହାର୍ଦ୍ଦିକ

ଶୁଭେଚ୍ଛା।

କେନ୍ଦ୍ରମନ୍ତ୍ରୀ କହିଛନ୍ତି

ଯେ, ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ରଥଯାତ୍ରା ଅଟୁଟ ଆସ୍ଥା, ବିଶ୍ୱାସ ଏବଂ ଭକ୍ତିର

ପ୍ରତୀକ। ଏହି ପବିତ୍ର ରଥଯାତ୍ରା ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ଏବଂ

ଭଗବାନଙ୍କ ପ୍ରତି ଥିବା ଅତୁଟ ଶ୍ରଦ୍ଧାକୁ ଦର୍ଶାଏ। ମହାପ୍ରଭୁ ଜଗନ୍ନାଥ, ବୀର

ବଳଭଦ୍ର ଏବଂ ମାତା ସୁଭଦ୍ରାଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି ଏବଂ କଲ୍ୟାଣ ପାଇଁ

କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande