ପବିତ୍ର 'ରଥଯାତ୍ରା'ର ଶୁଭକାମନା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 16 ଜୁଲାଇ (ହି.ସ.)- ପବିତ୍ର ''ରଥଯାତ୍ରା''ର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ପବିତ୍ର ''ରଥଯାତ୍ରା''ର ହାର୍ଦ୍ଦିକ ଶୁଭକାମନା । ସେ କହିଛନ୍ତି ଯ
ରଥ


ଭୁବନେଶ୍ୱର, 16 ଜୁଲାଇ (ହି.ସ.)- ପବିତ୍ର 'ରଥଯାତ୍ରା'ର

ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ

ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ପବିତ୍ର 'ରଥଯାତ୍ରା'ର ହାର୍ଦ୍ଦିକ ଶୁଭକାମନା ।

ସେ କହିଛନ୍ତି ଯେ, ଜାତି, ଧର୍ମ ଓ

ବର୍ଣ୍ଣ ନିର୍ବିଶେଷରେ ସମଗ୍ର ମାନବ ସମାଜକୁ ଏକତାର ସୂତ୍ରରେ ବାନ୍ଧିବାର ଅନନ୍ୟ ଯାତ୍ରା ହେଉଛି

ରଥଯାତ୍ରା । ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର

ସୁଖ, ସମୃଦ୍ଧି

ଓ ମଙ୍ଗଳ କାମନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande