ଚଳିତ ମୌସୁମୀରେ ଜୁନ୍ ୧ରୁ ଜୁଲାଇ ୧୭ ସୁଦ୍ଧା ରାଜ୍ୟରେ ହାରାହାରି ୪୪୬.୯ ମି.ମି. ବର୍ଷା ରେକର୍ଡ଼ : ସ୍ଵାଭାବିକ୍ ବୃଷ୍ଟିପାତ ଠାରୁ ୧୭ ପ୍ରତିଶତ ଅଧିକ
ଭୁବନେଶ୍ୱର, ୧୭ ଜୁଲାଇ (ହି.ସ.)- ଚଳିତ ମୌସୁମୀରେ ଜୁନ୍ ୧ ତାରିଖ ଠାରୁ ଜୁଲାଇ ୧୭ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୪୪୬.୯ ମି.ମି. ବର୍ଷା ରେକର୍ଡ଼ ହୋଇଛି, ଯାହାକି ରାଜ୍ୟରେ ସ୍ୱାଭାବିକ୍ ବୃଷ୍ଟିପାତ ଠାରୁ ୧୭ ପ୍ରତିଶତ ଅଧିକ ରହିଛି । ଏହି ଅବଧି ମଧ୍ୟରେ ରାଜ୍ୟରେ ସ୍ୱାଭାବିକ୍ ବୃଷ୍ଟିପାତ ୩୮୨.୮
ଚଳିତ ମୌସୁମୀରେ ଜୁନ୍ ୧ରୁ ଜୁଲାଇ ୧୭ ସୁଦ୍ଧା ରାଜ୍ୟରେ ହାରାହାରି ୪୪୬.୯ ମି.ମି. ବର୍ଷା ରେକର୍ଡ଼ : ସ୍ଵାଭାବିକ୍ ବୃଷ୍ଟିପାତ ଠାରୁ ୧୭ ପ୍ରତିଶତ ଅଧିକ


ଭୁବନେଶ୍ୱର, ୧୭ ଜୁଲାଇ (ହି.ସ.)- ଚଳିତ ମୌସୁମୀରେ ଜୁନ୍ ୧ ତାରିଖ ଠାରୁ ଜୁଲାଇ ୧୭ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୪୪୬.୯ ମି.ମି. ବର୍ଷା ରେକର୍ଡ଼ ହୋଇଛି, ଯାହାକି ରାଜ୍ୟରେ ସ୍ୱାଭାବିକ୍ ବୃଷ୍ଟିପାତ ଠାରୁ ୧୭ ପ୍ରତିଶତ ଅଧିକ ରହିଛି । ଏହି ଅବଧି ମଧ୍ୟରେ ରାଜ୍ୟରେ ସ୍ୱାଭାବିକ୍ ବୃଷ୍ଟିପାତ ୩୮୨.୮ ମି.ମି. ରହିଥାଏ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande