
ଭୁବନେଶ୍ୱର, 17 ଜୁଲାଇ (ହି.ସ.)- ଆଇଆଇସିବିଉଟି ମହାନ୍ତି
ମୃତ୍ୟୁ ମାମଲାରେ କଟକ ଡିସିପି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଡିଜିଟାଲ୍
ପ୍ରମାଣ ମିଳିଛି, ଏସ୍ଏଫ୍ଏଲ୍ ରିପୋର୍ଟ ହସ୍ତଗତ ହୋଇଛି । କିଛି
ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଛି, ମୋବାଇଲ୍ରୁ ତଥ୍ୟ
ମିଳିଛି । ଏ ପର୍ଯ୍ୟନ୍ତ ମୃତ୍ୟୁ ଘଟଣାର ପ୍ରକୃତ ତଥ୍ୟ ଜଣାପଡ଼ିନାହିଁ ବୋଲି ଡିସିପି
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା