ଶ୍ରୀଜଗନ୍ନାଥଙ୍କ ମତ୍ସ୍ୟ, କଚ୍ଛପ ଓ ଵରାହ ଅବତାର ବେଶ ଦର୍ଶନ ପାଇଁ ପ୍ରବଳ ଜନସମାଗମ
ଗଞ୍ଜାମ, ୧୮ ଜୁଲାଇ (ହି.ସ.)- ରଥଯାତ୍ରା ପରେ ମ଼ହାପ୍ରଭୁ ଶ୍ରୀଜଗନ୍ନାଥ ପିତଳ ବଜାରସ୍ଥିତ ଅସ୍ଥାୟୀଗୁଣ୍ଡିଚା ମନ୍ଦିରରେ ବିଜେ କରିଥିବା ଅବସରରେ ତିନି ଦିନରେ ଦୁର୍ଲଭ ମତ୍ସ୍ୟ, କଚ୍ଛପ ଓ ଵରାହ ଅବତାରରେ ସଜ୍ଜିତ ହୋଇଛନ୍ତି। ଠାକୁରଙ୍କ ଏହି ବେଶ ଦର୍ଶନ କରିବା ପାଇଁ ପ୍ରବଳ ଜନସମାଗମ ହୋଇଥିବା ଜଣାପଡିଛ
ମତ୍ସ୍ୟ କଛପ ଓ ବରାହ ଅବତାର ଦର୍ଶନ ପାଇଁ


ଗଞ୍ଜାମ, ୧୮ ଜୁଲାଇ (ହି.ସ.)- ରଥଯାତ୍ରା ପରେ ମ଼ହାପ୍ରଭୁ ଶ୍ରୀଜଗନ୍ନାଥ ପିତଳ ବଜାରସ୍ଥିତ ଅସ୍ଥାୟୀଗୁଣ୍ଡିଚା ମନ୍ଦିରରେ ବିଜେ କରିଥିବା ଅବସରରେ ତିନି ଦିନରେ ଦୁର୍ଲଭ ମତ୍ସ୍ୟ, କଚ୍ଛପ ଓ ଵରାହ ଅବତାରରେ ସଜ୍ଜିତ ହୋଇଛନ୍ତି। ଠାକୁରଙ୍କ ଏହି ବେଶ ଦର୍ଶନ କରିବା ପାଇଁ ପ୍ରବଳ ଜନସମାଗମ ହୋଇଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande