
ଭୁବନେଶ୍ୱର, 18 ଜୁଲାଇ (ହି.ସ.)- ଜଗନ୍ନାଥଙ୍କ
ଟାହିଆ ଖୋଲାଯିବାକୁ ନେଇ ବାଡ଼ଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସୋଲରେ
ତିଆରି ଟାହିଆ ପର୍ବତ ପରି ଓଜନିଆ ହୋଇ ଯାଇଥିଲା । ଏହାକୁ ଦଇତାପତି ମାନେ ଉଠାଇବାରେ ସକ୍ଷମ ହୋଇ
ନ ଥିଲେ । ଦୀର୍ଘ ୪୫ ମିନିଟ ଧରି ଜଗନ୍ନାଥ ନ ହଲିବାରୁ ଟାହିଆ ଖୋଲା ଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା