ଆଇନ ମନ୍ତ୍ରୀଙ୍କୁ ୪ ବର୍ଷର ରିପୋର୍ଟ କାର୍ଡ ଦେଲେ ଖରିଆର ରୋଡ଼୍ ଏନଏସି ଅଧ୍ୟକ୍ଷା
ଭୁବନେଶ୍ୱର, ୧୮ ଜୁଲାଇ (ହି.ସ)- ନୂଆପଡ଼ା ଜିଲ୍ଲାର ଖରିଆର ରୋଡ଼୍ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷା ଶନିବାର ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସାକ୍ଷାତ କରି ଗତତ ୪ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ମନ୍ତ୍ରୀ ଶ୍ରୀ ହରିଚ
hgylijo'


ଭୁବନେଶ୍ୱର, ୧୮ ଜୁଲାଇ (ହି.ସ)- ନୂଆପଡ଼ା ଜିଲ୍ଲାର ଖରିଆର ରୋଡ଼୍ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷା ଶନିବାର ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସାକ୍ଷାତ କରି ଗତତ ୪ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଲେଖିଛନ୍ତିଚ ଆଜି ଭୁବନେଶ୍ୱର ସ୍ଥିତ ମୋ ସରକାରୀ ବାସଭବନ ଠାରେ ନୂଆପଡ଼ା ଜିଲ୍ଲାର ଖରିଆର ରୋଡ଼୍ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷା ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ ସୌଜନ୍ୟମୂଳକ ସାକ୍ଷାତ କରି ଖରିଆର ରୋଡ଼୍ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗତ ୪ ବର୍ଷରେ ହୋଇଥିବା ବିକାଶମୂଳକ କାର୍ଯ୍ୟର 'ରିପୋର୍ଟ କାର୍ଡ' ପ୍ରଦାନ କରିଥିଲେ।

ଏହି ଅବସରରେ ସ୍ଥାନୀୟ ବିକାଶକୁ ଆହୁରି ଗତିଶୀଳ କରିବା, ସଂଗଠନକୁ ଅଧିକ ସୁଦୃଢ଼ କରିବା ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande