ରଥଯାତ୍ରା ମୃତ୍ୟୁ; ରାଜ୍ୟ ମାନବାଧିକାର କମିଶନଙ୍କ ଜବାବ ତଲବ
ଭୁବନେଶ୍ୱର, 18 ଜୁଲାଇ (ହି.ସ.)- ରଥଯାତ୍ରା ମୃତ୍ୟୁ ମାମଲାରେରାଜ୍ୟ ମାନବାଧିକାର କମିଶନ ଜବାବ ତଲବ କରିଛନ୍ତି । ଗୃହ ବିଭାଗର ପ୍ରମୁଖ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ଜବାବ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ଆହତଙ୍କୁ ସଠିକ୍ ଚିକିତ୍ସା ଯୋଗାଇଦେବା ପାଇଁ ସ
ରଥଯାତ୍ରା ମୃତ୍ୟୁ; ରାଜ୍ୟ     ମାନବାଧିକାର କମିଶନଙ୍କ ଜବାବ ତଲବ


ଭୁବନେଶ୍ୱର, 18 ଜୁଲାଇ (ହି.ସ.)- ରଥଯାତ୍ରା

ମୃତ୍ୟୁ ମାମଲାରେରାଜ୍ୟ ମାନବାଧିକାର କମିଶନ ଜବାବ ତଲବ କରିଛନ୍ତି । ଗୃହ ବିଭାଗର

ପ୍ରମୁଖ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ଜବାବ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ଆହତଙ୍କୁ

ସଠିକ୍ ଚିକିତ୍ସା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବାହୁଡ଼ା

ଯାତ୍ରା ସୁରକ୍ଷିତ କରିବା ପାଇଁ ଗୃହ ବିଭାଗ,

ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଇନଜୀବୀ

ନିଶିକାନ୍ତ ମିଶ୍ରଙ୍କ ଆବେଦନକୁ ବିଚାର କରି ଓଏଚଆରସି ନିର୍ଦ୍ଦେଶ ଦେଇଛି । ଅଣନିଃଶ୍ବାସୀ ହୋଇ

ଜଣଙ୍କର ଓ ହୃଦଘାତରେ ଜଣଙ୍କର ମୃତ୍ୟୁ ଘଟିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande